ମଙ୍ଗଳବାର, ସେପ୍ଟେମ୍ବର 21, 2010

ଶ୍ରୀ ହନୁମାନ ଚାଲୀସା

Hanuman Chalisa Oriya, hanuman Chalisa Odia re,

ଶ୍ରୀ ହନୁମାନ ଚାଲୀସା

ଦୋହା
ଶ୍ରୀଗୁରୁ ଚରନ ସରୋଜ ରଜ, ନିଜ ମନୁ ମୁକୁରୁ ସୁଧାରି |
ବରନଉଁ ରଘୁବର ବିମଲ ଜସୁ, ଜୋ ଦାଯକୁ ଫଲ ଚାରି ||
ବୁଦ୍ଧିହୀନ ତନୁ ଜାନିକେ, ସୁମିରୌଂ ପବନ-କୁମାର |
ବଲ ବୁଧି ବିଦ୍ଯା ଦେହୁ ମୋହିଂ, ହରହୁ କଲେସ ବିକାର ||


ଚୌପାଈ
ଜଯ ହନୁମାନ ଜ୍ଞାନ ଗୁନ ସାଗର | ଜଯ କପୀସ ତିହୁଁ ଲୋକ ଉଜାଗର ||
ରାମ ଦୂତ ଅତୁଲିତ ବଲ ଧାମା | ଅଂଜନି-ପୁତ୍ର ପବନସୁତ ନାମା ||
ମହାବୀର ବିକ୍ରମ ବଜରଂଗୀ | କୁମତି ନିବାର ସୁମତି କେ ସଂଗୀ ||
କଂଚନ ବରନ ବିରାଜ ସୁବେସା | କାନନ କୁଂଡଲ କୁଂଚ୍ଚିତ କେସା ||


ହାଥ ବଜ୍ର ଔ ଧ୍ବଜା ବିରାଜୈ | କାଁଧେ ମୂଁଜ ଜନେଊ ସାଜୈ ||
ସଂକର ସୁବନ କେସରୀନଂଦନ | ତେଜ ପ୍ରତାପ ମହା ଜଗ ବଂଦନ ||
ବିଦ୍ଯାବାନ ଗୁଣୀ ଅତି ଚାତୁର | ରାମ କାଜ କରିବେ କୋ ଆତୁର ||
ପ୍ରଭୁ ଚରିତ୍ର ସୁନିବେ କୋ ରସିଯା | ରାମ ଲଖନ ସୀତା ମନ ବସିଯା ||


ସୂକ୍ଷ୍ମ ରୂପ ଧରି ସିଯହିଂ ଦିଖାବା | ବିକଟ ରୂପ ଧରି ଲଂକ ଜରାବା ||
ଭୀମ ରୂପ ଧରି ଅସୁର ସଁହାରେ | ରାମଚନ୍ଦ୍ର କେ କାଜ ସଁବାରେ ||
ଲାଯ ସଜୀବନ ଲଖନ ଜିଯାଯେ | ଶ୍ରୀ ରଘୁବୀର ହରଷି ଉର ଲାଯେ ||
ରଘୁପତି କୀନ୍ହୀ ବହୁତ ବଡାଈ | ତୁମ ମମ ପ୍ରିଯ ଭରତହି ସମ ଭାଈ ||


ସହସ ବଦନ ତୁମ୍ହରୋ ଜସ ଗାବୈଂ | ଅସ କହି ଶ୍ରୀପତି କଂଠ ଲଗାବୈଂ ||
ସନକାଦିକ ବ୍ରହ୍ମାଦି ମୁନୀସା | ନାରଦ ସାରଦ ସହିତ ଅହୀସା ||
ଜମ କୁବେର ଦିଗପାଲ ଜହାଁ ତେ | କବି କୋବିଦ କହି ସକେ କହାଁ ତେ ||
ତୁମ ଉପକାର ସୁଗ୍ରୀବହିଂ କୀନ୍ହା | ରାମ ମିଲାଯ ରାଜ ପଦ ଦୀନ୍ହ ||


ତୁମ୍ହରୋ ମନ୍ତ୍ର ବିଭୀଷନ ମାନା | ଲଂକେସ୍ବର ଭଏ ସବ ଜଗ ଜାନା ||
ଜୁଗ ସହସ୍ତ୍ର ଜୋଜନ ପର ଭାନୂ | ଲୀଲ୍ଯୋ ତାହି ମଧୁର ଫଲ ଜାନୂ ||
ପ୍ରଭୁ ମୁଦ୍ରିକା ମେଲି ମୁଖ ମାହୀ | ଜଲଧି ଲାଁଧି ଗଯେ ଅଚରଜ ନାହୀଂ ||
ଦୁର୍ଗମ କାଜ ଜଗତ କେ ଜେତେ | ସୁଗମ ଅନୁଗ୍ରହ ତୁମ୍ହରେ ତେତେ ||


ରାମ ଦୁଆରେ ତୁମ ରଖବାରେ | ହୋତ ନ ଆଜ୍ଞା ବିନୁ ପୈସାରେ ||
ସବ ସୁଖ ଲହୈ ତୁମ୍ହାରୀ ସରନା | ତୁମ ରକ୍ଷକ କାହୂ କୋ ଡରନା ||
ଆପନ ତେଜ ସମ୍ହାରୋ ଆପୈ | ତୀନୋଂ ଲୋକ ହାଁକ ତେଂ କାଁପୈ ||
ଭୂତ ପିସାଚ ନିକଟ ନହିଂ ଆବୈ | ମହାବୀର ଜବ ନାମ ସୁନାବୈ ||


ନାସୈ ରୋଗ ହରୈ ସବ ପୀରା | ଜପତ ନିରନ୍ତର ହନୁମତ ବୀରା ||
ସଂକଟ ତେଂ ହନୁମାନ ଛୁଡାବୈ | ମନ କ୍ରମ ବଚନ ଧ୍ଯାନ ଜୋ ଲାବୈ ||
ସବ ପର ରାମ ତପସ୍ବୀ ରାଜା | ତିନ କେ କାଜ ସକଲ ତୁମ ସାଜା ||
ଔର ମନୋରଥ ଜୋ କୋଇ ଲାବୈ | ସୋଇ ଅମିତ ଜୀବନ ଫଲ ପାବୈ ||


ଚାରୋଂ ଜୁଗ ପରତାପ ତୁମ୍ହାରା | ହୈ ପରସିଦ୍ଧ ଜଗତ ଉଜିଯାରା ||
ସାଧୁ ସନ୍ତ କେ ତୁମ ରଖବାରେ | ଅସୁର ନିକନ୍ଦନ ରାମ ଦୁଲାରେ ||
ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା | ଅସ ବର ଦୀନ ଜାନକୀ ମାତା ||
ରାମ ରସାଯନ ତୁମ୍ହରେ ପାସା | ସଦା ରହୋ ରଘୁପତି କେ ଦାସା ||


ତୁମ୍ହରେ ଭଜନ ରାମ କୋ ପାବୈ | ଜନ୍ମ ଜନ୍ମ କେ ଦୁଖ ବିସରାବୈ ||
ଅନ୍ତ କାଲ ରଘୁବର ପୁର ୟାଇ | ଜହାଁ ଜନ୍ମ ହରି-ଭକ୍ତ କହାଈ ||
ଔର ଦେବତା ଚିତ୍ତ ନ ଧରଈ | ହନୁମତ ସେଇ ସର୍ବ ସୁଖ କରଈ ||
ସଂକଟ କଟୈ ମିଟୈ ସବ ପୀରା | ଜୋ ସୁମିରୈ ହନୁମତ ବଲବୀରା ||


ଜୈ ଜୈ ଜୈ ହନୁମାନ ଗୋସାଈ | କୃପା କରହୁ ଗୁରୁ ଦେବ କୀ ନାଈ ||
ଜୋ ସତ ବାର ପାଠ କର କୋଈ | ଛୂଟହି ବନ୍ଦି ମହା ସୁଖ ହୋଈ ||
ଜୋ ଯହ ପଢୈ ହନୁମାନ ଚଲୀସା | ହୋଯ ସିଦ୍ଧି ସାଖୀ ଗୌରୀସା ||
ତୁଲସୀଦାସ ସଦା ହରି ଚେରା | କୀଜୈ ନାଥ ହୃଦଯ ମହଁ ଡେରା ||


ଦୋହା
ପବନତନଯ ସଂକଟ ହରନ, ମଂଗଲ ମୂରତି ରୂପ |
ରାମ ଲଖନ ସୀତା ସହିତ, ହୃଦଯ ବସହୁ ସୁର ଭୂପ ||

ସର୍ବ କାର୍ୟ ସିଦ୍ଧି କବଚ

ସର୍ବ କାର୍ୟ ସିଦ୍ଧି କବଚ


ବ୍ଯକ୍ତିର ୟେତେ ଚେଷ୍ଟା କରିଳେ କିମ୍ବା ପରିଶ୍ରମ କରିବା ପରେ ୟଦି ମନ ମୁତାବକ ସଫଲତା ଓ ଉଚିତ ଲାଭ ପ୍ରାପ୍ତ ହେଉ ନ ଥିବା ବ୍ଯକ୍ତି ମାନଙ୍କ ପାଇଁ ସର୍ବ କାର୍ୟ ସିଦ୍ଧି କବଚ ଧାରଣ କରିବା ଲାଭପ୍ରଦ ହେବ

କବଚ ର ପ୍ରମୁଖ ଲାଭ: ସର୍ବ କାର୍ୟ ସିଦ୍ଧି କବଚ ଧାରଣ କଳେ ସୁଖ-ଶାନ୍ତି-ସମୃଦ୍ଧି ମାର୍ଗରେ ଆଗେଇ ବା ପାଇଁ ମାର୍ଗ ପ୍ରାପ୍ତ ହେଇ ଥାଏ ନବ ଗ୍ରହ ଶାନ୍ତି କବଚ ସାଥିରେ ଥିବା ୟୋଗୁ ଗ୍ରହ ମାନଙ୍କ ନକାରାତ୍ମକ ପ୍ରଭାବ ଏବଂ କୁପ୍ରଭାବ ଶାନ୍ତ ହେଈ ଥାଏ ୟାହା ଫଳ ରେ କବଚ ଧାରଣ କରିଥିବା ବ୍ଯକ୍ତି କୁ ଜୀବନ ରୁ ସବୁ ପ୍ରକାର ର ଦୁଖଃ-ଦାରିଦ୍ର ଦୂର ହେଇ କି ଜୀବନ ରେ ସୁଖ-ସୌଭାଗ୍ଯ ଏବଂ ଉନ୍ନତି ପ୍ରାପ୍ତ ହେଇ କି ଜୀବନରେ ସବୁ ପ୍ରକାର ଶୁଭ କାର୍ୟ ସିଦ୍ଧ ହେଇ ଥାଏ
କବଚ କୁ ଧାରଣ କଳେ ୟେଦି ବ୍ଯକ୍ତି ବ୍ଯବସାଯ କରୁଥିଲେ ବ୍ଯବସାଯ ରେ ବୃଦ୍ଧି ହେଇ ଥାଏ ଉ ୟଦି ଚାକରି କରୁଥିଲେ ସେଥିରେ ଉନ୍ନତି ହେଇ ଥାଏ

• ସର୍ବ କାର୍ୟ ସିଦ୍ଧି କବଚ ସାଥି ରେ ସର୍ବ ଜନ ବଶୀକରଣ କବଚ ମିଶି ଥିବାରୁ କବଚ କୁ ଧାରଣ କରିଥିବା ବ୍ଯକ୍ତିଙ୍କ କଥା ର ପ୍ରଭାବ ଅନ୍ଯ ବ୍ଯକ୍ତି ମାନଙ୍କ ଉପରେ ରହି ଥାଏ

• ସର୍ବ କାର୍ୟ ସିଦ୍ଧି କବଚ ସାଥି ରେ ଅଷ୍ଟ ଲକ୍ଷ୍ମୀ କବଚ ମିଶି ଥିବାରୁ କବଚ କୁ ଧାରଣ କରିଥିବା ବ୍ଯକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ ସବୁ ବେଳେ କୃପା ଏବଂ ଆଶୀର୍ବାଦ ରହି ଥାଏ ୟାହା ଦ୍ବାରା ମା ଲକ୍ଷ୍ମୀଙ୍କ ଅଷ୍ଟ ରୂପ(ଆଠ ରୂପ) କ୍ରମଶଃ (୧)-ଆଦି ଲକ୍ଷ୍ମୀ, (୨)-ଧାନ୍ଯ ଲକ୍ଷ୍ମୀ, (୩)-ଧୈରୀଯ ଲକ୍ଷ୍ମୀ, (୪)-ଗଜ ଲକ୍ଷ୍ମୀ, (୫)-ସଂତାନ ଲକ୍ଷ୍ମୀ, (୬)-ବିଜଯ ଲକ୍ଷ୍ମୀ, (୭)-ବିଦ୍ଯା ଲକ୍ଷ୍ମୀ ଔର (୮)-ଧନ ଲକ୍ଷ୍ମୀ, ଏହି ସମସ୍ତ ରୂପ ର ଆଶୀର୍ବାଦ ପ୍ରାପ୍ତ ହୋଇ ଥାଏ

 
• ସର୍ବ କାର୍ୟ ସିଦ୍ଧି କବଚ ସାଥି ରେ ତନ୍ତ୍ର ରକ୍ଷା କବଚ ମିଶି ଥିବାରୁ କବଚ କୁ ଧାରଣ କରିଥିବା ବ୍ଯକ୍ତିଙ୍କ ତାନ୍ତ୍ରିକ ବାଧା ଦୂର ହୋଈ ଥାଏ ଏହା ସାଥିରେ ନକରାତ୍ମକ ଶକ୍ତି ମାନଙ୍କ କୋଣସି କୁପ୍ରଭାବ କବଚ ଧାରଣ କରିଥିବା ବ୍ଯକ୍ତି କ ଉପରେ ପଡିବ ନ ଥାଏ  ଏହି କବଚ ର ପଭାବ ରୁ ଇର୍ଷା-ହିଂସା-ଦ୍ବେଷ ରଖୁ ଥିବା ବ୍ଯକ୍ତି ମାନଙ୍କ ଦ୍ବାରା ହୋଉ ଥିବା ଦୁଷ୍ଟ ପ୍ରଭାବ ରୁ ରକ୍ଷା ହୋଈ ଥାଏ

 
• ସର୍ବ କାର୍ୟ ସିଦ୍ଧି କବଚ ସାଥି ରେ ଶତ୍ରୁ ବିଜଯ କବଚ ମିଶି ଥିବାରୁ କବଚ କୁ ଧାରଣ କରିଥିବା ବ୍ଯକ୍ତିଙ୍କ ଶତ୍ରୁ ଦ୍ବାରା ହୋଊ ଥିବା ଅସୁବିଧା-କଷ୍ଟ ରୁ ମୁକ୍ତି ମିଲି ଥାଏ କବଚ ର ପ୍ରଭାବ ରୁ ଶତ୍ରୁ ମାନେ କବଚ ଧାରଣ କରିଥିବା ବ୍ଯକ୍ତିର ୟେତେ ଚାହିଲେ କିଛି ଅଶୁବିଧା କରି ପାରିବେ ନାହି ଅନ୍ଯ କବଚ ବିଷଯ ରେ ଅଧିକ ଜାଣିବା ପାଈ କାର୍ୟାଲଯ ରେ ସଂପର୍କ କରନ୍ତୁ

 
ସର୍ବ କାର୍ୟ ସିଦ୍ଧି କବଚ କୋଣସି ବ୍ଯକ୍ତି ବିଶେଷ କୁ ସର୍ବ କାର୍ୟ ସିଦ୍ଧି କବଚ ଦେବା ନ ଦେବାର ର ଅନ୍ତିମ ନିର୍ଣଯ ଅମ ପାଖରେ ସୁରକ୍ଷିତ ଅଛି

 
GURUTVA KARYALAY
92/3. BANK COLONY, BRAHMESHWAR PATNA,
BHUBNESWAR-751018, (ORISSA)

Call Us - 9338213418, 9238328785

Our Website:- http://gk.yolasite.com/ and http://gurutvakaryalay.blogspot.com/


(ALL DISPUTES SUBJECT TO BHUBANESWAR JURISDICTION)

ଶନିବାର, ଅକ୍ଟୋବର 03, 2009

ज्योतिष

ज्योतिष ज्ञान समुद्र के सामान अपने अन्दर बहोत सरे  रहस्यों को छुपाये कभी समाप्त नहोने वाला ज्ञान  है.
वैदिक ज्योतिषी रूषी-मुनिओ की वर्षो की तपशाया और अनुभव का नतीजा हे आज का आधुनिक ज्योतिष और इसके बावजूद आज भी वैदिक ज्योतिष विज्ञान आज देश और विदेश लोकप्रिय है.
इसी क्षेत्र में हमारा प्रयाश आपको ज्यादा से ज्यादा ज्योतिष, अंक ज्योतिष, वास्तु, सम्बंधित सारी जानकारी आप तक  पहोचाना ही नहीं अत्यंत सरल उपायों से आप को लाभ पहोचाना है. अधिक जानकारी केव लिए (यहाँ क्लिक करे)

GURUTVA KARYALAY

92/3, BANK COLONY,
BHUBANESWAR- PIN- 751 018, (ORISSA) INDIA
Call us:- 91+ 9338213418, 91+ 9238328785
Mail us :- gurutva_karyalay@yahoo.in
                       chintan_n_joshi@yahoo.co.in
                        gurutva.karyalay@gmail.com

आध्यात्मिक

९ भाषाओ में हनुमान चालीसा
हनुमान चालीसा विडियो
बजरंग बाण
और भी  रहस्यमय विषयो के बारे में जाने के लिए (यहाँ क्लिक करे)
GURUTVA KARYALAY

92/3, BANK COLONY,
BHUBANESWAR- PIN- 751 018, (ORISSA) INDIA
Call us:- 91+ 9338213418, 91+ 9238328785
Mail us :- gurutva_karyalay@yahoo.in
                        chintan_n_joshi@yahoo.co.in
                        gurutva.karyalay@gmail.com

रत्न

लोग  रत्न पत्थर को ज्योतिष, अंक ज्योतिष, जन्म तिथि(तारीख), राशि, के आधार पर रत्न धारण कर अपने कार्य- उद्देश्य की पूर्ति या  विशेष रोग एवं आदि आधार पर  रत्न पत्थर धारण कर उसके अद्भुत, जादुई/चमत्कारी प्रभाव  प्राप्त कर लाभा  प्राप्त करते है.
  • रत्न पत्थर की उपयोगिता  
  • रत्न पत्थर विवरण
  • रत्नों का प्रभाव
  • अपने लिए उपयुक्त रत्न के बारे में जानिए
  • रत्नों के अद्भुत प्रभाव के बारे में अधिक जानकारी के लिए (यहाँ क्लिक करे)
GURUTVA KARYALAY

92/3, BANK COLONY,
BHUBANESWAR- PIN- 751 018, (ORISSA) INDIA
Call us:- 91+ 9338213418, 91+ 9238328785
Mail us :- gurutva_karyalay@yahoo.in
                       chintan_n_joshi@yahoo.co.in
                       gurutva.karyalay@gmail.com

क्यों चुने मंत्र सिद्ध कवच?

मंत्र सिद्ध कवच को विशेष प्रयोजन में उपयोग के लिए और शीघ्र प्रभाव शाली बनाने के लिए तेजस्वी मंत्रो द्वारा शुभ महूर्त में शुभ दिन को तैयार किये जाते है. अलग-अलग कवच तैयार करने केलिए  अलग-अलग तरह के मंत्रो का प्रयोग किया जाता है. क्यों चुने मंत्र सिद्ध कवच?
  • उपयोग में आसान
  • कोई प्रतिबन्ध नहीं
  • कोई विशेष निति-नियम नहीं
  • कोई बुरा प्रभाव नहीं
  • अन्य कवच के बारे में अधिक जानकारी हेतु (यहाँ क्लीक करे)
अधिक जानकारी के लिए हमारी वेबसाइट देखे या
 हम से संपर्क करे    http://gk.yolasite.com/

MANTRA SIDDHA KAWACH
GURUTVA KARYALAY
92/3, BANK COLONY,
BHUBANESWAR (ORISSA)
INDIA, PIN-751018
CALL- 91 + 9338213418, 91 + 9238328785.
Mail us :- gurutva_karyalay@yahoo.in
                      chintan_n_joshi@yahoo.co.in
                      gurutva.karyalay@gmail.com